ନ୍ୟୁୟର୍କ: ୪୮ ଜଣ ବାସ୍କେଟବଲ ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ମୋଟ ୫୪୬ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା ବୋଲି ଦର୍ଶାଇଛି ବାସ୍କେଟବଲ ପ୍ଲେୟସ ଆସୋସିଏଶନ । ସଂକ୍ରମିତଙ୍କୁ ଲିଗ ନିୟମ ଏବଂ ସିଡିସି ଗାଇଡଲାଇନ ଅନୁସାରେ ନେଗେଟିଭ ହେବା ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ବୋଲି ସୂଚନା ମିଳିଛି ।



Visitors Today : 0
Total Visitors : 130307
Total Views : 9891810
Visitors Online Now : 0