ଭୁବନେଶ୍ୱର : ମଞ୍ଚେଶ୍ବର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣା । ପୋଲିସ ହାତରେ ବ୍ୟାଙ୍କ ଲୁଟେରା । ଲୁଟେରା ଟୁନା ଜେନାକୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ଗତ ୨୮ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଲୁଟ୍ ହୋଇଥିଲା । ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ପୂର୍ବରୁ ମଧ୍ୟ ଇନଫୋସିଟି ଥାନା ଅଞ୍ଚଳ ଏକ ବ୍ୟାଙ୍କରୁ ଲୁଟ୍ କରିଥିଲା ଟୁନା ।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0