spot_img

ଦେଶରେ କୋଭିଡ ନେଇଛି ଏତିକି ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ମହାମାରୀ କରୋନାରେ ସଂକ୍ରମିତ ହୋଇଥିଲେ । ତେବେ ମହାମାରୀ କୋଭିଡରୁ ବାଦ ପଡିନଥିଲେ କୋଭିଡ ଯୋଦ୍ଧା । ଦେଶେରେ ଜାନୁଆରୀ ୨୨ ସୁଦ୍ଧା ୧୬୨ ଜଣ ଡାକ୍ତର, ୧୦୭ ନର୍ସ ଓ ୪୪ ଜଣ ଆଶାକର୍ମୀଙ୍କ ଜୀବନ ଯାଇଥିବାର ସୂଚନା ଦେଇଛି କେନ୍ଦ୍ର ମନ୍ତ୍ରଣାଳୟ । ଅନ୍ୟପଟେ ଏପର୍ଯ୍ୟନ୍ତ ଦେଶରେ ୧,୦୪,୪୮,୪୦୬ ଜଣ ସୁସ୍ଥ ହୋଇଛନ୍ତି ଓ ୧,୫୪,୪୮୬ ଜଣଙ୍କ ମୃତୁ୍ୟ ଘଟିଛି । ଏବେସୁଦ୍ଧା ୧,୬୩,୩୫୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୯,୫୦,୧୫୬ ଜଣ ଟିକା ନେଇ ସାରିଲେଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular