କୋରାପୁଟ: ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଛକୁଣ୍ଡ ଥାନା ଅଞ୍ଚଳରେ ୧୫ ରୁ ୨୦ ଜଣ ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହି ସଶସ୍ତ୍ର ମାଓବାଦୀଙ୍କ ଖବର ପାଇ ବିଏସଏଫ୍ ଓ କୋରାପୁଟ ଡିଭିଏଫ ତରଫରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଆନ୍ଧ୍ର ଓଡିଶା ବର୍ଡର ଡିଭିଜନାଲ କମିଟି ଏକ ଡ୍ରମ ଭିତରେ ମାଟିତଳେ ଏହାକୁ ଲୁଚାଇ ରଖିଥିଲା । ଏନେଇ କୋରାପୁଟ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0