ଭୁବନେଶ୍ୱର: ଇନଫୋସିଟି ରୋଡରେ ଥିବା ଏକ ବାରକୁ ସିଲ କରିଛି କମିଶନରେଟ୍ ପୁଲିସ୍ । କୋଭିଡ ନିୟମ ଉଲ୍ଲଂଘନ କରି ବାରରେ ଚାଲିଥିଲା ଜନ୍ମଦିନ ପାର୍ଟି । ଏନେଇ ଅଭିଯୋଗ ପରେ ବାରକୁ ସିଲ୍ କରିଛି ପୁଲିସ୍ । ବାର୍ଥଡେ ପାର୍ଟି ବେଳେ କାହିରି ମୁହଁରେ ମାସ୍କ ନଥିଲା । ସାମାଜିକ ଦୂରତା ମଧ୍ୟ ପାଳନ ହୋଇନଥିଲା । ସୂଚନା ଅନୁସାରେ, ଏହି ବାର୍ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କମିଶନରେଟ୍ ପୋଲିସ ପକ୍ଷରୁ ବାର୍ଟିକୁ ସିଲ୍ କରି ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0