ଆମେରିକାର ମିଲନୋକୋଟ ବିବାହ ଉତ୍ସବ କରୋନା ହଟସ୍ପଟ ବନିଥିବା ଦେଖିବାକୁ ମିଳିଛି । ବିବାହକୁ ଆସିଥିବା ୫୩ଜଣ ଅତିଥି କରୋନା ପଜିଟିଭ ବାହାରିଛନ୍ତି । ୭ଅଗଷ୍ଟରେ ଆୟୋଜିତ ଏକ ବିବାହ ଉତ୍ସବରେ ୬୫ଜଣ ଯୋଗ ଦେଇଥିଲେ । ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ଜଣେ ମହିଳାଙ୍କ ମୃତୃ୍ୟ ଘଟିଛି ।ଏହି ମହିଳା ଜଣଙ୍କ ଅତିଥିଙ୍କ ସଂସ୍ପର୍ଶରେ ଆସିଥିଲେ । ଯଦିଓ ସସେ ବିବାହ ଉତ୍ସବରେ ଯୋଗ ଦେଇନଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ଏହି ସଂକ୍ରମଣ ଆରମ୍ଭ ହୋଇଥିଲା । କାରଣ ସେ ଫେସ ମାସ୍କ ବ୍ୟବହାର କରିନଥିଲେ । ତେବେ ଏହି ମାମବା ହଟସ୍ପଟ ଆସିବା ପରେ କଣ୍ଟ୍ରାକ ଟ୍ରେସିଂ ଆରମ୍ଭ ହୋଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0