ସମ୍ରଗ ଦେଶରେ ହଇଚଇ ସୃଷ୍ଟି କରିଛି କରୋନା ସଂକ୍ରମଣ । ଏହି ସମୟରେ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର କରୋନା ପଡିଟିଭ ହୋଇଛନ୍ତି ।ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାପୁର୍ବରୁ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ବି.ଏସ ୟାଦିୟୁରପ୍ପା କରୋନା ସଂକ୍ରମିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଝିଅ କରୋନାକୁ ମାତ୍ ଦେଇଥିଲେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0