spot_img

ବିବାହ କରିବେ ସାଉଥ ସୁପରଷ୍ଟାର ପ୍ରଭାସ

ବିବାହ କରିବେ ସାଉଥ ସୁପରଷ୍ଟାର ପ୍ରଭାସ । ଲେଡ଼ି ଲଭ ଅନୁଷ୍କା ସେଟ୍ଟୀ ନୁହଁନ୍ତି ବରଂ ଆମେରିକାର ଏକ ସଫ୍ଟୱେୟାର କମ୍ପାନୀ ଫାଉଣ୍ଡରଙ୍କ ଝିଅ ଏନଆରଆଇଙ୍କୁ । ଏହା ଏକ ଆରେଞ୍ଜ ମ୍ୟାରେଜ ହେବ । ଯେଉଁଥିପାଇଁ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ହୋଇସାରିଛି ଏବଂ ନିଜେ ପ୍ରଭାସ ମଧ୍ୟ ଏହି ପ୍ରସ୍ତାବକୁ ହଁ କହିଛନ୍ତି । ଏହି ବିବାହ ପାଇଁ ସୁପରଷ୍ଟାରଙ୍କ ପରିବାର ଲୋକେ ପ୍ରସ୍ତୁତ ହୋଇଗଲେଣି । ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜ ପରେ ବିବାହ କରିବେ । ଗତକାଲି ଏହି ଫିଲ୍ମର ପ୍ରି ଟିଜର ରିଲିଛି ହୋଇଥିଲା । ପ୍ରଭାସ ଏଥିରେ ଲଭର ବୟ ଭାବେ ନଜର ଆସିବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular