spot_img

କରୋନା କବଳରେ ଫୁଟବଲ ତାରକା ମାର୍ଟା

ସାଓପାଉଲୋ: ସାରା ବିଶ୍ୱ ବର୍ତ୍ତମାନ କରୋନା କବଳରେ ରହିଥିବା ବେଳେ ଏଥିରୁ ବାଦ ପଡିନାହାଁନ୍ତି ଫୁଟବଲ ତାରକା ମାର୍ଟା । ଏନେଇ ବ୍ରାଜିଲ ଜାତୀୟ ଫୁଟବଲ କନଫେଡେରେଶନ ସ୍ପଷ୍ଟ କରିଛି । କରୋନା ସଂକ୍ରମିତ ହେବା ଫଳରେ ଆସନ୍ତା ଇକ୍ୱେଡର ବିପକ୍ଷ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରୁ ବାଦ ପଡିବେ । ଅନ୍ୟପଟେ ୨୦୦୨ ପରଠାରୁ ପ୍ରତିଟି ଟୁର୍ଣ୍ଣାମେଣ୍ଟରେ ବ୍ରାଜିଲର ଟାଇଟେଲ ଅଭିଯାନରେ ମାର୍ଟା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular