ଲଣ୍ଡନ: ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ଣ୍ଣାମେଣ୍ଟରେ ମୁହାଁ ମୁହିଁ ହେବେ ଥିମ ଓ ମେଡଭେଡେଭ । ଫାଇନାଲରେ ବିଶ୍ୱର ୩ ନମ୍ବର ଖେଳାଳି ଡୋମିନିକ ଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଶ୍ୱର ୪ ନମ୍ବର ଖେଳାଳି ଡିନିଲ ମେଡଭେଡେଭ । ଅନ୍ୟପଟେ ନାଡାଲ ଓ ଜୋଭୋଭିଚ ସେମିଫାଇନାଲ ମ୍ୟାଚକୁ ହାରି ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ତେବେ ଆସନ୍ତା ଫାଇନାଲ ଟୁର୍ଣ୍ଣାମେଣ୍ଟ ମ୍ୟାଚଟି ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0