ନୂଆଦିଲ୍ଲୀ: ମାରୁତି ସୁଜୁକି କାର ନୂଆ ବର୍ଷ ଠାରୁ ମହଙ୍ଗା ହେବ ଜ୍ଝ ଅନେକ ପ୍ରକାରର କଞ୍ଚାମାଲର ମୂଲ୍ୟ ବୃଦ୍ଧି ହେତୁ ଏହାର ମୂଲ୍ୟ ଉପରେ ଚାପ ପଡିଛି ବୋଲି କମ୍ପାନୀ ସ୍ପଷ୍ଟ କରିଛି । ତେବେ ମାରୁତି ସୁଜୁକି ଆଲୋ୍ଟ ଠାରୁ ଆରମ୍ଭ କରି ଢଖ୬ ପରି ବହୁମୁଖୀ ଗାଡିର ବିକ୍ରି ମୁଲ୍ୟ ଯଥାକ୍ରମେ ୨.୯୫ ଲକ୍ଷ ଠାରୁ ୧୧.୫୨ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0