ଭୁବନେଶ୍ୱର : ଚଳିତ ମାସରେ ପ୍ରକାଶ ପାଇବ ମାଟ୍ରିକ ପରିକ୍ଷା ଫଳ । ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜୁଲାଇ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ରେଜାଲ୍ଟ କେଉଁ ଦିନ ପ୍ରକାଶ ପାଇବ, ନିର୍ଦ୍ଦିଷ୍ଟ ତାରିଖ ଦିନେ ଦୁଇଦିନ ମଧ୍ୟରେ ଜଣାଇବୁ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0