spot_img

ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୃଦୁ ଭୂକମ୍ପ

ମୟୁରଭଞ୍ଜ: ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ମୟୁରଭଞ୍ଜର ବେତନଟୀ ଓ ବଡ଼ସାହିରେ ଅଞ୍ଚଳରେ ୨.୧୮ ଏବଂ ବାଲେଶ୍ୱର ରେମୁଣାରେ ୨.୧୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଅଞ୍ଚଳରେ ଭୂକମ୍ପ ଅନୁଭୂତ ପରେ ଲୋକମାନେ ଘର ବାହାରକୁ ବାହାରି ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular