ମୟୁରଭଂଜ: ମୟୁରଭଂଜ ବିଶୋଇ ବ୍ଲକରେ ମସାରୀ ବଂଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଅସନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଉଦଘାଟନ ହୋଇଛି । ବ୍ଲକର ୧୫୪ ଗାଁରେ ମୋଟ ୪୭ହଜାର ୬୩୦ଟି ମସାରୀ ବଂଟନ କରାଯାଇଛି । ଏମ୍.ଟି.ଏସ ଦୀପକ କୁମାର ମହାନ୍ତଙ୍କ ତତ୍ୱାବଧାନରେ ଏହି ବଂଟନ କରାଯାଇଛି । ବିଡ଼ିଓ ଫିରଜ ଖାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ତହସିଲଦାର ଚନ୍ଦ୍ରଶେଖର ଗରେଇ ଉପସ୍ଥିତ ଥିଲେ । ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିସôା ଅଧିକାରୀ ଡ଼. ରଜତ ବେହେରା ମଂଚ ପରିଚାଳନା କରିଥିଲେ । ଏହାସହ ସ୍ୱାସ୍ଥ୍ୟ କେନ୍ଦ୍ରରର ଅନ୍ୟ କର୍ମି ମାନେ ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0