ଖୋର୍ଦ୍ଧା: ଅଯୋଧ୍ୟାରେ ଶ୍ରୀରାମମନ୍ଦିର ନିର୍ମାଣନେଇ ଖୋର୍ଦ୍ଧା ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତାଙ୍କ ବୌଠକ । ଜିଲ୍ଲା ସମ୍ପାଦକ ଶ୍ରୀ ବିଭୁଧେନ୍ଦ୍ର ବିଦ୍ୟାଧରଙ୍କ ସଂଯୋଜନାରେ ପଂଚାୟତ ସ୍ତରୀୟ ବୈଠକ ଖୋର୍ଦ୍ଧା ହଳଦିଆ ହନୁମାନ ପୀଠରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସମନ୍ତେ ତନ୍ତ୍ର, ମନ, ଧନ ପୂର୍ବକ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶାର ପ୍ରତ୍ୟେକ ପରିଷଦର ସହଯୋଗ ପାଇଁ ପରିଷଦ ତରପଂରୁ ଆହ୍ୱାନ ଦିଆଯାଇଥିଲା । ବୈଠକରେ ସର୍ବଶ୍ରୀ ବୈକୁଣ୍ଠ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0