spot_img

ପୁରୀ ଜିଲ୍ଲାପାଳଙ୍କ ସାତସାହି କମିଟି ସହିତ ବୈଠକ

ପୁରୀ: ପୁରୀ ଶ୍ରୀମନ୍ଦିର କାର୍ୟ୍ୟାଳୟ ଠାରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ସାତସାହି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ ନିୟମ ମାନି ସାତସାହି କମିଟି ଶ୍ରୀମନ୍ଦିରର ଐତିହ୍ୟ ଓ ପରମ୍ପରା ବହନ କରୁଥିବା ସାଇ ଜାତକୁ କିଭଳି ବଜାୟ ରଖି ପାରିବେ ଏନେଇ ଆଲୋଚନା କରାଯାଇଛି। ତେବେ ଜିଲ୍ଲାପାଳ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ବିଶେଷ ଗୁରୁତ୍ୱ ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular