spot_img

ପୋଖରିରେ ବୁଡି ୭ ବର୍ଷ ର ନାବାଳକ ମୃତ

କେନ୍ଦ୍ରାପଡା:ପୋଖରିରେ ବୁଡି ୭ ବର୍ଷ ର ନାବାଳକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ କୁଜିପୁର ଗାଁ ରେ । ଗାଁ ର ଅମର ପରିଡା ଙ୍କ ପୁଅ ଅଂଶୁମାନ ନିଜଘର ଆଗରେ ଖେଳୁଥିବା ବେଳେ ହଠାତ୍ ନିଖୋଜ୍ ହୋଇଯାଇଥିଲା । ପରିବାର ଲୋକୋ ଅଂଶୁମାନ ଝକୁ ଅନେକ ଖୋଜାଖୋଜି କରିବା ପରେ ଅଂଶୁମାନ ଘର ଆଗ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ପରିବାର ଲୋକେ ଅଂଶୁମାନ କୁ ଉଦ୍ଦାର କରି ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିୀଲେ ,ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜକନିକା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular