ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ । ତେବେ ଆଜି ସକାଳୁ ଏକ ଶୋଭାଯାତ୍ରା ମାଧ୍ୟରେ ମିହିର ଦାସଙ୍କ ମୃତଦେହକୁ କଟକ ସ୍ଥିତ ବାସଭବନ ଠାରୁ ନେଇ କଟକ ସତୀଚୌରା ଅଭିମୁଖେ ବାହାରିଥିଲେ । ଶେଷରେ ମିହିର ଦାସଙ୍କୁ ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ ବିଦାୟ ଦିଆଯାଇଛି । କଟକ ସତୀଚୈରା ଶ୍ମଶାନରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ନେଲେ ଶେଷ ବିଦାୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅର୍ନର ଦିଆଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0