ବେଗୁନିଆପଡ଼ା : ବିଧାୟିକାଙ୍କ NAC ଗସ୍ତ । ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା NACକୁ ଗସ୍ତ କରିଛନ୍ତି ବିଧାୟିକା ଲତିକା ପ୍ରଧାନ । ୱାର୍ଡ଼ ନମ୍ବର ୱାନରୁ କବିସୂର୍ଯ୍ୟନଗର ପର୍ଯ୍ୟନ୍ତ ବିଧାୟିକା ଗସ୍ତ କରିଛନ୍ତି । ନିର୍ବାଚନରେ ବିଜୟୀ ପରେ ପ୍ରଥମ ଥର ପାଇଁ ଏହି ଗସ୍ତ ହୋଇଛି । ଗସ୍ତରେ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ । ଲୋକଙ୍କ ସବୁଠାରୁ ବଡ଼ ସମସ୍ୟା ମଣ୍ଡି ସମସ୍ୟାକୁ ସମାଧାନ କରିବେ ବୋଲି ବିଧାୟିକା ପ୍ରତିଶୃତି ଦେଇଥିଲେ । ଗଣମାଧ୍ୟମ ଧାନ ମଣ୍ଡି ଉପରେ ଭୁଲ ତଥ୍ୟ ଦେଉଛି ବୋଲି ମଧ୍ୟ ବିଧାୟିକା ଏହି ଗସ୍ତରେ ମତ ପ୍ରକାଶ କରିଥିଲେ ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0