ଭାପୁର : ନୟାଗଡ ମୋ କଲେଜ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ଭାପୁର ବାଇଗୁଣିଆ ଗ୍ରାମପଂଚାୟତର ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଛି । କଲେଜର ଅଧ୍ୟକ୍ଷ ସର୍ବେଶ୍ୱର ସାହୁଙ୍କ ତତ୍ଵବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫୁରେନ୍ସ ମାଧ୍ୟମରେ ଏହି ମୋ କଲେଜ ଅଭିଯାନ ଶୁଭାରମ୍ଭ କରିଥିଲେ । ରାଜ୍ୟର ୭୫୫ କଲେଜରେ ଏହି ମୋ କଲେଜ ଅଭିଯାନ ଅନୁଷ୍ଠିତ ହୋଇଥିଲା ଓ ବୈଠକରେ କଲେଜର ସମସ୍ତ କର୍ମଚାରୀ ଓ କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0