spot_img

ପୁରୀରେ ଉଦ୍‌ଯାପିତ ହେଲା “ମୋ ଧାମ ମୋ ଗର୍ବ” କାର୍ଯ୍ୟକ୍ରମ 

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଚାଲିଥିବା ସଚେତନତା ଅଭିଯାନ ‘ମୋ ଧାମ ମୋ ଗର୍ବ’ ଆଜି ଉଦ୍‌ଯାପିତ ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗ ତଥା ପ୍ରଶାସନର ପ୍ରଚେଷ୍ଠା ଫଳରେ ଏହି ଅଭିଯାନ ସଫଳ ହୋଇଛି । ସାତ ଦିନ ଧରି ସହରରେ ସଫେଇ ଅଭିଯାନ କରାଯାଇ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ କରାଯାଇଛି । ସ୍ୱଚ୍ଛତା ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଲକ୍ଷ ଲକ୍ଷ ସହରବାସୀ ସାମିଲ ହୋଇଥିଲେ । ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ସହ ଦସ୍ତଖତ ଅଭିଯାନ କରାଯାଇଥିଲା । ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପବିତ୍ରତା ପୁରୀ ସହରକୁ ଏକ ଶ୍ରେଷ୍ଠ ସହର ତଥା ବିଶିଷ୍ଟ ଧାମରେ ପରିଣତ କରିବ

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular