spot_img

ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗତକାଲି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଆଉ ପ୍ରଧାନମନ୍ତ୍ରୀ ଏହାର ଜବାବ ଦେଇଥିଲେ । ସେ ଲେଖିଥିଲେ କି ଧନ୍ୟବାଦ ବିରାଟ । ମୁଁ ମଧ୍ୟ ତୁମକୁ ଓ ଅନୁଷ୍କାଙ୍କୁ ଶୁଭେଚ୍ଛା ଦେବାକୁ ଚାହିଁବି । ମୋତେ ଜଣା ଅଛି କି ଆପଣ ବହୁତ ଭଲ ପିତାମାତା ବନିବେ ।

ସୂଚନାଯୋଗ୍ୟ କି ଅନୁଷ୍କା ଶର୍ମା ପ୍ରେଗନେଣ୍ଟ ଅଛନ୍ତି । ନିଜ ପ୍ରେଗନାନ୍ସିର ଫଟୋ ଲଗାତାର ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି । ୨୦୧୭ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular