spot_img

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା

ଖୋର୍ଦ୍ଧା: ଖୋର୍ଦ୍ଧାର ଐତିହାସିକ ତାପଙ୍ଗଗଡ଼ ରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନସମ୍ପର୍କ ପଦଯାତ୍ରା । ପାରମ୍ପରିକ ଖୋର୍ଦ୍ଧାର ପାଇକ ଆଖଡ଼ାସହ ସାଂସଦାଙ୍କୁ ସ୍ୱାଗତ କରାଯାଇଥିଲା । ପଦଯାତ୍ରା ସମୟରେ ସାଂସଦ ଲୋକଙ୍କ ସହିତ ମିଶି ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ । ଏହି ପଦଯାତ୍ରାରେ ସାଂସଦ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର, ବରିଷ୍ଠ ବିଜେପି ନେତା ନିକୁଞ୍ଜ ବିହାରୀ ପଟ୍ଟନାୟକ ସ୍ଥାନୀୟ ବିଜେପି ନେତା କର୍ମି ମାନେ ମଧ୍ୟ ଯୋଗ ଦେଇଥିଲେ । ସାଂସଦ ଏହି ପଦଯାତ୍ରାରେ ସମସ୍ତଙ୍କ ଅସୁବିଧା ସମାଧାନ କରାଯିବା ସହ ଭାରତ ସ୍ୱାଧିନତାର ଐତିହାସିକଗଡ଼ର ଐତିହ୍ୟ ରକ୍ଷା କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular