spot_img

ଫିଲ୍ମ ସୁଟିଂ ବେଳେ ଆହତ ହେଲେ ଜନ ଆବ୍ରାହମ

ମୁମ୍ବାଇ: ଫିଲ୍ମ ସୁଟିଂ ବେଳେ ଜନ ଆବ୍ରାହମ ଆହତ ହୋଇଛନ୍ତି । ଜନ୍ଙ୍କ ଡାହାଣ ହାତରେ ଆଘାତ ଲାଗିଥିବାରୁ ଚି୍କିତ୍ସା ପାଇଁ ସେ ହସ୍ପିଟାଲରେ ପହଞ୍ଚିଥିଲେ । ବାରଣସୀର ଚିତଇପୁର ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତର ଫାଷ୍ଟ ଏଡ୍ କରି ଜନ୍ଙ୍କୁ ଆଶ୍ବସ୍ତି ଦେଇଥିବା ଜଣାପଡ଼ିଛି। ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଜନ୍ ଆବ୍ରହମ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular