spot_img

ମାତ୍ର ୪ ବର୍ଷ ବୟସରେ ବ୍ରାଣ୍ଡ ଆମ୍ବାସଡର ହେଲେ ଧୋନୀଙ୍କ ଝିଅ

ନୂଆଦିଲ୍ଲୀ: ମାତ୍ର ୪ ବର୍ଷ ବୟସରେ ବ୍ରାଣ୍ଡ ଆମ୍ବାସଡର ହେଲେ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା । ତେବେ ଧୋନୀଙ୍କ ସହ ଝିଅ ଜିଭାଙ୍କୁ କାଡବୁରୀ ଓରିଓ ବିସ୍କୁଟ ବିଜ୍ଞାପନରେ ଦେଖିବା ପାଇଁ ମିଳିଥିଲା । ଏହା ପରେ ପରେ ବାପା ଝିଅଙ୍କ ଯୋଡି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଅନ୍ୟପଟେ ମାତ୍ର ୪ ବର୍ଷ ବୟସରେ ଜିଭାଙ୍କ ଇନଷ୍ଟାଗ୍ରାମରେ ୧୮ ଲକ୍ଷ ଫଲୋଅର୍ସ ଅଛନ୍ତି । ତେବେ ମାତା ସାକ୍ଷୀ ଓ ପିତା ଧୋନୀଙ୍କ ସହ ଫୋଟ ଏବଂ ଭିଡିଓକୁ ଦର୍ଶକ ଅଧିକ ପସନ୍ଦ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular