spot_img

୨-୧ରେ ବିଜୟ ହେଲା ମୁମ୍ବାଇ ସିଟି

ଗୋଆ: ଇଣ୍ଡିଆନ ସୁପରଲିଗରେ ଖେଳାଯାଇଥିବା କେରଳ ବ୍ଲାଷ୍ଟର ବିପକ୍ଷ ମ୍ୟାଚରେ ମୁମ୍ବାଇ ସିଟି ୨-୧ରେ ବିଜୟ ହୋଇଛି । ଏହି ବିଜୟ ସହ ମୁମ୍ବାଇ ସିଟି ମୋଟ ୧୫ଟି ମ୍ୟାଚ ଖେଳି ୩୩ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷସ୍ଥାନରେ ରହିଛି । ଅନ୍ୟପଟେ କେରଳ ୧୬ ଟି ମ୍ୟାଚ ଖେଳି ମାତ୍ର ୧୫ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାରେ ନବମସ୍ଥାନରେ ରହିଛି । ତେବେ ମ୍ୟାଚର ୨୭ତମ ମିନିଟରେେ କେରଳ ତରଫରୁ ଭିସେଣ୍ଟ ଗୋମେଜ ପ୍ରଥମ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ଏହାର ଜବାବରେ ମୁମ୍ବାଇ ଦୁଇଟି ଗୋଲ ଦେଇ ମ୍ୟାଚକୁ ନିଜ ହାତକୁ ନେଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular