spot_img

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଙ୍କ ବର୍ଷେ ପୂର୍ତ୍ତୀ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଏକ ବର୍ଷ ପୂର୍ଣ୍ଣ କରିଛନ୍ତି । ତେବେ ତାଙ୍କୁ କରୋନା ମହାମାରୀ ଭଳି ସଙ୍କଟ ସମୟରେ ରାଜ୍ୟକୁ ସମ୍ଭାଳିବାକୁ ପଡିଛି । ଏହା ସହ କେନ୍ଦ୍ର ସରକାରଙ୍କ ସହିତ ତାଙ୍କ ସଂପର୍କ ମଧ୍ୟ ଖରାପ ହୋଇଛି । ମହାରାଷ୍ଟ୍ରରେ ଅନ୍ୟ ସମସ୍ୟା ନେଇ ସମ୍ମୁଖୀନ ହେବାକୁ ପଡିଛି । ଉଦ୍ଧବ ଠାକ୍ରେ ନିଜର ଏକ ବର୍ଷ ପୂରଣ ହେବା ନେଇ ସରକାରଙ୍କୁ ଅନେକ ମୁଦ୍ଦା ଉପରେ କଥା ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular