ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୋଇଲାଖଣି ନିକଟରେ ଭାରସାମ୍ୟ ହରାଇ ବିବାହ କର୍ୟ୍ୟକ୍ରମକୁ ଯାଉଥିବା ବଜାପାର୍ଟି ପିକଅପ ଗାଡି ଓଲଟିପଡିଛି। ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବାରମଞ୍ଚା ଗ୍ରାମର ୨୦ ଜଣ ବାଜାଵାଲାଙ୍କୁ ନେଇ ପିକଅପ ନୂଆପଡା ଗ୍ରାମରୁ କଙ୍କରେଇ ଗ୍ରାମକୁ ବିବାହ କାର୍ୟ୍ୟକ୍ରମରେ ବାଜା ବଜେଇବାକୁ ଯାଉଥିଲେ। ଯିବା ବାଟରେ ଛେଣ୍ଡିପଦା କୋଇଲାଖଣି ନିକଟ ପୋଲ ଠାରେ ଭରସାମ୍ୟ ହରେଇ ଗାଡି ଓଲଟିପଡିଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0