ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ କରୋନା । କରୋନା ଆକ୍ରାନ୍ତ ନେଇ ସୋସିଆଲ ମିଡିଆରେ ରମେଶ ମାଝୀ ଜଣାଇଛନ୍ତି । ଏପରିକି ତାଙ୍କ ସଂଶ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଗତକାଲି ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ଏଯାଏ ରାଜ୍ୟରେ ୧୭ ବିଧାୟକ ପଜିଟିଭ ଅଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0