spot_img

କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର : କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ଆନ୍ଦୋଳନ ବେଳେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର ସେଠାରୁ ତାଙ୍କୁ ନେଇ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି  ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ରାଜ୍ୟରେ ବିଭିନ୍ନ ତଦନ୍ତରେ ଶିଥିଲତା ନେଇ ସିବିଆଇ ଅଫିସ ଘେରାଉ କରିଥିଲେ କଂଗ୍ରେସ ଏହି ଆନ୍ଦୋଳନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିବିଆଇ ଅଫିସ ସମ୍ମୁଖରେ ଧାରଣା ଦେଉଥିଲେ ତେବେ ଭାଷଣ ଦେଉଥିବା ବେଳେ ହଠାତ୍ଅସୁସ୍ଥ ହୋଇପଡିଲେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୁବ କରି ସେ ଅସୁସ୍ଥ ହୋଇପଡିଥିଲେ ତୁରନ୍ତ ତାଙ୍କୁ ସେଠାରୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ବଲାଙ୍ଗୀରର ବର୍ତ୍ତମାନ ବିଧାୟକ ଅଛନ୍ତି ନରସିଂହ ମିଶ୍ର ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ମେଡିକାଲରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular