ମମତା ମେହେର ହତ୍ୟାକାଣ୍ଡ ଘଟଣା ଦିନକୁ ଦିନ ଉଷ୍ମ ହେବାରେ ଲାଗିଥିବା ବେଳେ ଆଜି ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନିର୍ଦ୍ଧେଶ କ୍ରମେ ନାରସିଂପୁର ବ୍ଲକ କଂଗ୍ରେସ ସଭାପତି ଶିଶିର କାନ୍ତ ମିଶ୍ରଙ୍କ ଡ଼ାକରାରେ ବ୍ଲକ କଂଗ୍ରେସ କର୍ମୀମାନେ ପଞ୍ଚମୁଖୀ ଛକ ଠାରୁ ବାହାରି ଟାଉନ ପରିକ୍ରମା କରି ଶାନ୍ତିପୂର୍ଣ୍ଣ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗିରଫ ଦାବିକରୀ ନାରବାଜି କରିଥିଲେ।ଏବଂ ଆଗାମୀ ଦିନରେ ଯଦିଓ ମନ୍ତ୍ରୀ ଗିରଫ ନହୁଅନ୍ତି କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇ ପ୍ରତିବାଦ କରିବେ ବୋଲି ବ୍ଲକ ସଭାପତି ଶିଶିର କାନ୍ତ ମିଶ୍ର କହିଛନ୍ତି।ଏହି ହରତାଳରେ କଂଗ୍ରେସ ନେତା ପ୍ରକାଶ ମହାପାତ୍ର, ପ୍ରଭାକର ମିଶ୍ର, ଙ୍କ ପରି ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0