ଭୁବନେଶ୍ୱର : ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ୧୦ଟି ଶ୍ରମିକ ସଂଙ୍ଗଠନ । ଏହାର ପ୍ରଭାବ ଦେଖିବାକୁ ମିଳିଛି ଖଣ୍ଡଗିରି ନିକଟସ୍ଥ ଆଇଗିଣିଆ ଛକ ଠାରେ । ଏସୟୁସିଆଇ ଏବଂ ସିପିଆଇ କର୍ମୀମାନଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏହି ଅବରୋଧ ଯୋଗୁଁ ଶହ ଶହ ଗାଡି ରାଜପଥରେ ଅଟକି ରହିଛି । ଧର୍ମଘଟସ୍ଥଳରେ ଖଣ୍ଡଗିିରି ଥାନା ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି କର୍ମୀ ମାନଙ୍କୁ ବୁଝାସୁଝା କରୁଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0