spot_img

ନାଜିଆ ହେଲେ କେବିସି-୧୨ର ପ୍ରଥମ କୋଟିପତି

ମୁମ୍ବାଇ: ମ୍ବନାଜିଆ ନସିମ ହେଲେ କେବିସ ୧୨ର ପ୍ରଥମ କୋଟିପତି । ଏନେଇ ସୋନିଟିଭର ଅଫିସିଆଲ ଆକାଉଣ୍ଟରୁ ଏକ ପ୍ରମୋ ଭିଡ଼ିଓ ସେୟାର ହୋଇଛି । ଯେଉଁଥିରେ ନାଜିଆ ୧ କୋଟି ଜିତିଥିବା କଥା ସୋର ହୋଷ୍ଟ ଅମିତାଭ ବଚ୍ଚନ ନିଜେ ଘୋଷଣା କରିଛନ୍ତି।  ନାଜିଆ ୧ କୋଟି ପ୍ରଶ୍ନର ଉତ୍ତର ରଖିସାରିବା ପରେ ଅମିତାଭ ତାଙ୍କୁ ୭ କୋଟିର ଜ୍ୟାକ୍ପଟ୍ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି। ତେବେ ନାଜିଆ ୭କୋଟି ପ୍ରଶ୍ନର ସଠିକ୍ ଭାବରେ ଦେଇଛନ୍ତି କି ନାହିଁ, ତାହା ଆଗାମୀ ଏପିସୋଡ୍ରେ ଦେଖିବାକୁ ମିଳିବ। ଏହା ପୂର୍ବରୁ ମଧ୍ୟ ଅନେକ କଣ୍ଟେଷ୍ଟାଣ୍ଟ ୧ କୋଟିର ପ୍ରଶ୍ନ ପର୍ୟ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ପ୍ରଶ୍ନର ସଠିକ୍ ଉତ୍ତର ରଖିପାରିନଥିଲେ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular