ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କରେ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ରେଡ କରିଛି ଏନସିବି ଟିମ । ସୂଚନା ଅନୁସାରେ, ଅର୍ଜୁନ ତାଙ୍କ ଘରେ ଡ୍ରଗ୍ସ ରଖିବାର ବିଶେଷ ସୂତ୍ରରୁ ଖବର ପାଇଥିଲା ଏନସିବି ଟିମ । ତେବେ ଆଜି ଏନସିବି ଟିମ ସକାଳୁ ବାନ୍ଦ୍ରାସ୍ଥିତ ଅର୍ଜୁନଙ୍କ ବାସଭବନରେ ରେଡ ମାରିବା ପାଇଁ ପହଁଞ୍ଚିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ହିଁ ବଲିଉଡର ଡ୍ରଗ୍ସ କନେକସନ ସାମ୍ନାକୁ ଆସିଥିଲା । ଏହା ପରେ ଏନସିବି ଟିମ ସକ୍ରିୟ ହୋଇ ସନ୍ଦିଗ୍ଧ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0