ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ କ୍ୟାମ୍ପସ୍ ଠାରେ ୨ ଓଡ଼ିଶା ବାଟାଲିୟନ ଦ୍ୱାରା NCC“B” ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା କ୍ଷେତ୍ରରେ ଡେପୁଟି ଡାଇରେକ୍ଟର ଜେନେରାଲ କମାଣ୍ଡର ସୋମେନ ବାନାର୍ଜୀ, କମାଣ୍ଡର କର୍ଣ୍ଣଲ ଡି.କେ ଉପାଧ୍ୟାୟ ଓ ପ୍ରିଜାଇଜିଂ ଅଫିସର ଲେଫ୍ଟହାଣ୍ଡ କର୍ଣ୍ଣଲ ଜିବି.ଏମ କେ ରାଓ ପରିଚାଳନା କରିଥିଲେ । ଏଥିସହ ଟ୍ରେନିଂ ଅଫିସର ଲେଫ୍ଟହାଣ୍ଡ କର୍ଣ୍ଣଲ ଭୋବି ଫିଲିପ୍ସ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ମୁତାବକ ପ୍ରାୟ ୪୦୦ ଛାତ୍ର-ଛାତ୍ରୀ ପରୀକ୍ଷାରେ ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0