କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏବେ ମହମାରୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏନେଇ ବିଭିନ୍ନ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ନାଇଟ୍ କର୍ଫୁ୍ୟ ଲାଗୁ କରାଯାଇଛି । କିନ୍ତୁ ବାଲିଅନ୍ତା ହାଟରେ ଖୁଲମଖୁଲା ଭାବରେ କୋଭିଡ୍ କଟକଣାକୁ ଉଲ୍ଲଂଘନ କରାଯାଇଛି । ଏଠାରେ କାହା ମୁହଁରେ ମାସ୍କ ଅଛି ନା ସାମାଜିକ ଦୂରତା । ବର୍ତ୍ତମାନ ଏନେଇ ପ୍ରଶ୍ନ ଉଠୁଛି ସରକାର ନିଜେ ଏସବୁ ଗାଇଡଲାଇନ୍ ଜାରି କରିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା କାହିଁକି? କାହିଁକି କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉନାହିଁ । ଏଭଳି ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0