spot_img

କାକଟପୁରରେ ନିମ୍ବ ଚାରା ରୋପଣ

କାକଟପୁର: କାକଟପୁର ଅଞ୍ଚଳରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାକଟପୁର ସ୍ଥିତ ମା ମଙ୍ଗଳାଙ୍କ ମନ୍ଦିର ନିକଟରୁ ଆରମ୍ଭ କରି ଦେଉଳି ମଠ ପର୍ଯ୍ୟନ୍ତ ନିମ୍ବ ଚାରା ରୋପଣ କରାଯାଇଛି । ଏନେଇ ଦେଉଳି ମଠ ନିକଟରେ ଏକ ସଭା ମଧ୍ୟ ଆୟଜିତ ହୋଇଥିଲା ।ଏହି ସଭାରେ କଂଗ୍ରେସ ବିଧାୟକ ସୁର ରାଉତରାୟ,ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ମହାପାତ୍ରଙ୍କ ଭଳି ବହୁ ଅତିଥି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular