ଗୋଆ: ଇଣ୍ଡିଆନ ସୁପରଲିଗ ସଂସ୍କରଣ-୭ର ଆଜି ହେଉଛି ତୃତୀୟ ମ୍ୟାଚ । ତେବେ ଆଜି ଓଡିଶା ଏଫସିକୁ ଭେଟିବ ହାଇଦ୍ରାବାଦ ଏଫସି । ଉଭୟଦଳ ଚଳିତ ବର୍ଷ ପ୍ରଥମଥର ପାଇଁ ଆଜି ପଡିଆକୁ ଓହ୍ଲାଉଛନ୍ତି । ତେଣୁ ଉଭୟ ଦଳ ଆଜିର ମ୍ୟାଚକୁ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷରେ ରହିବେ । ଏହା ସହ ନୂତମ ପ୍ରଶିକ୍ଷକ ଓ ଅଧିନାୟକଙ୍କ ନେତୃତ୍ବରେ ଓଡ଼ିଶା ଏଫ୍ସି ନୂଆ ସିଜିନ୍ରେ ଭଲ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0