ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏକ ବେବି ବମ୍ପ ଫ୍ଲଣ୍ଟ କରିଥିବାର ଫୋଟ ସେୟାର କରିଥିଲେ । ତେବେ ଏହି ଫୋଟ ସେୟାର ହେବାର କିଛି ସମୟ ପରେ ହିଁ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଲା । । କିନ୍ତୁ ଭାଇରାଲ ହୋଇଥିବା ଫଟୋ ସତ ନୁହେଁ। ନେହା କକ୍କର ଗର୍ଭବତୀ ନାହାନ୍ତି। ସେ ଏକ ଗୀତର ପ୍ରମୋସନ ପାଇଁ ଏହି ଡ୍ରାମା କରିଥିଲେ। ସତ ଜାଣିବା ପରେ ସୋସିଆଲ ମିଡ଼ିଆରେ ସେ ଟ୍ରୋଲ ହୋଇଛନ୍ତି। ନେହା କକ୍କର ନିଜ ଗୀତର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ‘ଖ୍ୟାଲ ରଖୟା କର୍ ୨୨ ଡିସେମ୍ବର କୋ ଆ ରହା ହେ’ । ନେହାଙ୍କ ଏହି ଫଟୋ ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ଟ୍ରୋଲର ଶିକାର ହୋଇଛନ୍ତି।



Visitors Today : 5
Total Visitors : 130446
Total Views : 9891985
Visitors Online Now : 0