ନୂଆଦିଲ୍ଲୀ: ପୁଣି ନୂଆ ରେକର୍ଡ କରିଛି ଭାରତୀୟ ସେୟାର ବଜାର । ଇତିହାସରେ ପ୍ରଥମ ଥର ପାଇଁ ସେନସେକ୍ସ୍ ୪୭ ହଜାର ପାର କରିଛି । ଭାରତୀୟ ସେୟାର ବଜାର ଲଗାତାର ଭାବେ ନୂଆ ରେକର୍ଡ ହାସଲ କରୁଛି । କରୋନା ମହାମାରୀରେ ଦୁର୍ବିଶହ ହୋଇଯାଇଥିବା ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରିବାରେ ଲାଗିଛି । ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥାରେ ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0