spot_img

ନୀତିଶ କୁମାରଙ୍କୁ ଚ୍ୟାଲେଞ୍ଜ କଲେ ତେଜସ୍ୱୀ ଯାଦବ

ପାଟନା: ନବନିର୍ବାଚିତ ବିହାରର ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ । ତେଜସ୍ୱୀ ବିହାରରେ ଏନଡିଏ ସରକାରରୁ ନିକମ୍ମା ଓ ଡରୁଆ ବୋଲି କହିଛନ୍ତି । ବିହାର ସରକାର କୃଷକଙ୍କ ପାଇଁ ଧାରଣା ଦେଇଥିବାରୁ ତାଙ୍କ ବିରୋଧରେ ଏଫଆଇଆର ହୋଇଛି । ସରକାରଙ୍କ ସାହସ ଥିଲେ ଗିରଫ କରି ଦେଖାନ୍ତୁ ବୋଲି ତେଜସ୍ୱୀ ଚ୍ୟାଲେଞ୍ଜ୍ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular