ଚଳିତ ବର୍ଷ କଟକ ଓ ପୁରୀ ଜିଲ୍ଲାରେ ହେବନି ଜିରୋନାଇଟ ସେଲିବ୍ରେସନ । ଏନେଇ ବିଭିନ୍ନ ହୋଟେଲ ଓ କ୍ଲବ ଉପରେ ସ୍ଥାନୀୟ ପ୍ରଶାସନ କଡା ନଜର ରଖିଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିରୋ ନାଇଟ୍ ଓ ବଡ ଦିନ ପାଳନ ବେଳେ ଅସାବଧନତା ଅବଲମ୍ବନ କଲେ ସଂକ୍ରମଣ ବଢିବା ଆଶଙ୍କା ରହିଥିବା ଯୋଗୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଉଭୟ ପ୍ରଶାସନ । ଯଦି କିଏ ଆଇନ ଅବମାନନା କରେ ତାହା ହେଲେ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0