spot_img

ଆମେରିକା ନିର୍ବାଚନ ପୂର୍ବରୁ ଉତ୍ତର କୋରିଆ ନିଜ ଶକ୍ତି ପ୍ରଦର୍ଶନ କରିବ

ଉତ୍ତରକୋରିଆ: କରୋନା ସଙ୍କଟ ସମୟରେ ଉତ୍ତର କୋରିଆର ତାନାଶାହ କିମ ଜଙ୍ଗ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି । ଆସନ୍ତା ୧୦ ଅକ୍ଟୋବରରେ ଦଳର ୭୫ବର୍ଷ ପୂର୍ତ୍ତୀ ଅବସରରେ କିମ ଜଙ୍ଗ ନିଜର ଶକ୍ତିଶାଳୀ ମିଶାଇଲ ଓ ସୈନ୍ୟଶକ୍ତି ପ୍ରଦର୍ଶନ କରିବାର ସୂଚନା ମିଳିଛି । ତେବେ ଆଗକୁ ଆମେରିକାର ନିର୍ବାଚନ ଆସୁଥିବାରୁ ଉତ୍ତର କୋରିଆର ଏଭଳି ପଦକ୍ଷେପ ରାଷ୍ଟ୍ରପତି ଟ୍ରମ୍ପଙ୍କ ଚିନ୍ତାର ବିଷୟ ପାଲଟିଛି । ସୂଚନାଅନୁସାରେ, ଆମେରିକା ଉତ୍ତର କୋରିଆକୁ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲା । ତେବେ ଆର୍ଥୀକ ପ୍ରତିବନ୍ଧକ ସର୍ତ୍ତେ ମଧ୍ୟ କିମ ଜଙ୍କ ନିଜ ଦେଶକୁ ଶକ୍ତିଶାଳୀ ଦେଶରେ ପରିଣତ କଧରିପାରଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular