ଭୁବନେଶ୍ୱର: ଏଲପିଜି ଲିକେଜରୁ ନିଆଁ ଲାଗି ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତକାଲି ଘଟିଥିଲା ଭୟଙ୍କର ବିସ୍ଫୋରଣ । ପ୍ରାଥମିକ ତଦନ୍ତ ପରେ ଏପରି ସୂଚନା ଦେଇଛନ୍ତି ପେସୋ ( Petroleum And Explosives Safety Organisation) ର ଉପମୁଖ୍ୟ କଣ୍ଟ୍ରୋଲର । ସୂଚନା ମୁତାବକ, ଟାଙ୍କିରେ ନାଇଟ୍ରୋଜେନ୍ ଦେଇ ଏଲପିଜି ଭର୍ତ୍ତି ବେଳେ ଲିକେଜ ହୋଇଥିଲା। ଲିକେଜ୍ ହେବା ପରେ ନିଆଁ ଲାଗି ଯାଇଥିଲା, ପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ୪ ଟନ୍ ଏଲପିଜି ରହିଥିଲା । ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ପେସୋର ଉପମୁଖ୍ୟ କଣ୍ଟ୍ରୋଲର।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0