ଭୁବନେଶ୍ୱର: ଖୁବଶୀଘ୍ର ଓଡିଶା କ୍ରିକେଟ ଆସୋସିଏସନ ଆରମ୍ଭ କରିବା ପାଇଁ ଯାଉଛି ଓସିଏଲ ଟି-୨୦ । ଟିସିଏମ୍ ସହଯୋଗରେ ଓସିଏ ଓସିଏଲ୍ ଟିଟ୍ବେଣ୍ଟି ଆୟୋଜନ କରିବ। ଓସିଏଲ୍ ଟିଟ୍ବେଣ୍ଟି ମ୍ୟାଚ୍ ୬ଟି ଟିମରେ ୮୪ ଖେଳାଳୀଙ୍କୁ ନେଇ ଖେଳାଯିବ ବୋଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ ଓସିଏଲ୍ ଟିଟ୍ବେଣ୍ଟି ଲାଗି ମନୋନୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ଡିସେମ୍ବର ୫ରୁ ୧୬୮ ଖେଳାଳିଙ୍କୁ ନେଇ ଟ୍ରାଏଲ୍ ମ୍ୟାଚ୍ ଆରମ୍ଭ ହେବ। ଟ୍ରାଏଲ୍ ମ୍ୟାଚ୍ ଲାଗି ଭିଜନ୍ ୨୦୨୪ ଏବଂ ବିସିସିଆଇ ମ୍ୟାଚ୍ରୁ ଖେଳାଳିଙ୍କୁ ମନୋନୀତ କରାଯିବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0