ଭୁବନେଶ୍ୱର: ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ । ଏହି ଶାଢ଼ୀକୁ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ପିନ୍ଧିଥିଲେ । ଅନଲାଇନରେ ଏହି ଶାଢ଼ୀର ନିଲାମ ଡକାଯାଇଥିବା ବେଳେ ଏହାକୁ ଜଣେ ଓଡ଼ିଶା ଛାତ୍ରୀ କିଣିଛନ୍ତି । ଗୋହାଟି ଆଇଆଇଟିର ଛାତ୍ରୀ ଦିବ୍ୟାଂଶୀ ମିଶ୍ର ୫୫ ହଜାର ଟଙ୍କା ଦେଇ ଏହି ଶାଢ଼ୀଟିକୁ କିଣିଛନ୍ତି । ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ୀର ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0