spot_img

ବିଜୟ ଅଭିଯାନ ବଜାୟ ରଖିବା ଲକ୍ଷରେ ଓଡିଶା ଏଫସି

ଗୋଆ: ଇଣ୍ଡିଆନ ସୁପରଲିଗର ଆଜି ଓଡିଶା ଏଫସି ଓ ଚେନ୍ନଇୟିନ ଏଫସି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଓଡିଶା ଏଫସି ପୂର୍ବ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଥିବା ବେଳେ ଚେନ୍ନଇୟିନ ଏଫସି ହାଇଦ୍ରାବାଦ ଏଫସିଠାରୁ ପରାଜିତ ହୋଇଥିଲା । ଅନ୍ୟପଟେ ଉଭୟ ଦଳ ଚଳିତ ସିଜନର ପ୍ରଥମ ରାଉଣ୍ଡର ଶେଷ ଲିଗ ମ୍ୟାଚରେ ମୁହାଁମୁହିଁ ହେବା ପାଇଁ ଯାଉଛନ୍ତି । ଏହା ସହ ଉଭୟ ଦଳ ଆଜିର ମ୍ୟାଚ ଜିତିବା ଲକ୍ଷରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular