spot_img

ଓଡିଶା ଏଫସିର ପ୍ରଥମ ବିଜୟ

ବାମ୍ବୋଲିମ: ଚଳିତ ବର୍ଷ ଇଣ୍ଡିଆନ ସୁପରଲିଗରେ ପ୍ରଥମଥର ପାଇଁ ଓଡିଶା ଏଫସି ଜିତିଛି । ଓଡିଶା ଦଳ ମୋଟ ୯ଟି ମ୍ୟାଚ ଖେଳିଥିବା ବେଳେ ୬ଟି ମ୍ୟାଚ ହାରିଛି, ୨ଟି ମ୍ୟାଚ ଡ୍ର ହୋଇଛି ଓ ଗୋଟିଏ ମ୍ୟାଚ ଜିତିଛି । ଅନ୍ୟପଟେ ବିପକ୍ଷ କେରଳ ଦଳ ୯ଟି ମ୍ୟାଚରୁ ୫ଟି ହାରିଛି । ତେବେ ଦଳ ଗୋଟିଏ ବିଜୟ ଓ ୩ ଟି ଡ୍ର ସହ ୬ ପଏଣ୍ଟ ପାଇ ଟେବୁଲରେ ୧୦ ସ୍ଥାନରେ ରହିଛି । ସେହିପରି ଓଡିଶା ଏଫସି ପଏଣ୍ଟ ଟେବୁଲରେ ଏକାଦଶ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular