ଗୋଆ: ଇଣ୍ଡିଆନ ସୁପରଲିଗରେ ଓଡିଶା ବିପକ୍ଷ ହାଇଦ୍ରାବାଦ ମ୍ୟାଚ ଡ୍ର ହୋଇଛି । ତେବେ ସ୍ଥାନୀୟ ଫାଟୋର୍ଡ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବା ପାଇଁ ମିଳିଥିଲା । ବିପକ୍ଷ ଦଳ ଲେପ୍ଟ ୱିଙ୍ଗର ହାଲିଚରଣ ନାର୍ଜାରୀ ୧୩ ତମ ମିନିଟରେ ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ । ଏହାର ଜବାବରେ ଓଡିଶା ଦଳର ସେଣ୍ଟ୍ରାଲ ମିଡଫିଲ୍ଡର କୋଲ ଆଲେକଜାଣ୍ଡାର ୫୧ତମ ମିନିଟରେ ଗୋଲ ଦେଇ ମ୍ୟାଚକୁ ୧-୧ ସମାନସ୍ତରକୁ ଆଣିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0