ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ସହାୟତା ରାଶି । ତେବେ ମୋଟି ୬ଟି ରାଜ୍ୟକୁ ଏହି ଘୋଷଣା କରାଯାଇଥିବା ବେଳେ ଓଡିଶା ଭିତରେ ଅଛି । ସମୁଦାୟ ୬ଟି ରାଜ୍ୟକୁ ମୋଟ ୪ ହଜାର ୩୮୧.୮୮ କୋଟି ଟଙ୍କାର ମଞ୍ଜୁର ହୋଇଛି । ୬ଟି ରାଶି ମଧ୍ୟରେ ରହିଛନ୍ତି, ପଶ୍ଚିମବଙ୍ଗ, ମହାରଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଶେଷରେ ରହିଛି ସିକିମ । ଏହି ବାତ୍ୟାରେ ଅଧ୍ଚଳ କ୍ଷୟକ୍ଷତି ହୋଇଥିଲା ପଡୋଶୀ ରାଷ୍ଟ୍ର କଲିକତା । ସେଥିପାଇଁ ସର୍ବାଧିକ ୨ ହଜାର ୭୦୭.୭୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଅନ୍ୟପଟେ ଓଡୁିଶାକୁ ମିଳିଛି ୧୨୮.୨୩ କୋଟିର ୁ ସହାୟତା ରାଶି । ଚଳିତ ବର୍ଷ ୧୬ ମେ’ରୁ ୨୧ ମେ’ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥିଲା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୬୦ କି.ମିରେ ପ୍ରଭାବିତ ହୋଇଥିଲା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0